ମାଳିଆଳି Māḻiāḻi

  • ଦେ. ବି — ମାଳିମାନେ; ଦେବ ସେବକଗଣ — The Sebakas of a Deity
  • ଦେ. ବି — (ଉ—ମାଳିଆଳି ଦକ୍ଷିଣା ବର୍ତ୍ତକ ଚିନା କମ୍ବୁ, ନ ଘେନନ୍ତି ଦେବାକୁ ହର ଚରଣେ ଅମ୍ବୁ ଯେ। ଭଞ୍ଜ. ଲାବଣ୍ୟବତୀ।]