ମାଳା ତିଳକ Māḻā tiḻaka
- ସଂ. ବି. (ମାଳା+ତିଳକ) — ବାବାଜିମାନେ ସାମ୍ପ୍ରଦାୟିକ ବିଶେଷତ୍ୱରୂପେ ଧାରଣ କରିଥିବା ମାଳା ଓ ଚିତା — Distinctive beads and painting of anchorites
- ସଂ. ବି. (ମାଳା+ତିଳକ) — [ଦ୍ର—ଶୈବ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଆଦି ସଂପ୍ରଦାୟମାନଙ୍କରେ ମାଳା ଓ ଚିତା ଭିନ୍ନ ଭିନ୍ନ ଥିବାରୁ, ମାଳା ଓ ତିଳକ ଦେଖି କେଉଁ ବାବାଜି କେଉଁ ସଂପ୍ରଦାୟଭୁକ୍ତ ଏହା ଜଣାପଡ଼େ।