ମାଳା କାର Māḻā kāra
- ସଂ. ବି. ପୁଂ (ମାଳା+କୃ ଧାତୁ=କରିବା+କର୍ତ୍ତୃ. ଅ) — ଯେ ମାଳା ଗୁନ୍ଥେ — One who prepares garlands
- ସଂ. ବି. ପୁଂ (ମାଳା+କୃ ଧାତୁ=କରିବା+କର୍ତ୍ତୃ. ଅ) — କାଠର ମାଳା ପ୍ରସ୍ତୁତକାରୀ ଜାତିବିଶେଷ — A caste manufacturing beads
- ସଂ. ବି. ପୁଂ (ମାଳା+କୃ ଧାତୁ=କରିବା+କର୍ତ୍ତୃ. ଅ) — ମାଳୀ; ଫୁଲଫଳର ଉଦ୍ୟାନରକ୍ଷକ; ଉଦ୍ୟାନପାଳ — A gardener
- ସଂ. ବି. ପୁଂ (ମାଳା+କୃ ଧାତୁ=କରିବା+କର୍ତ୍ତୃ. ଅ) — ଯେ ଫୁଲର ମାଳ ବିକି ପେଟ ପୋଷେ — One who maintains himself by selling garlands of flowers; a florist
- ସଂ. ବିଣ — ମାଳା ଗ୍ରଥନକାରୀ — Preparing strings of garlands