ମାଳ ଝୁଲା Māḻa jhulā
- ଦେ. ବି. (ସହଚର) (ସଂ. ମାଳ+ଦୋଳା) — ଜପିବା ମାଳି ଓ ଜପିବା ମାଳି ରଖାଯିବା କନାର ମୁଣି — String of beads and the bag of cloth which contains it
- ଦେ. ବି. (ସହଚର) (ସଂ. ମାଳ+ଦୋଳା) — [ଉ—ବୈଷ୍ଣବମାନେ ମାଳ ଝୁଲି ଧରି ହରି ନାମ ଭଜିଲା ପରି ଆଖି ବୁଜି ପାକୁଳି କରୁଅଛନ୍ତି। ଫକୀରମୋହନ ଛମାଣ ଆଠଗୁଣ୍ଠ।]