ମାଲ୍ Māl
- ବୈଦେ. ବି (ଆ. ମାଲ୍) — ପଣ୍ୟଦ୍ରବ୍ୟ — Commodity; goods
- ବୈଦେ. ବି (ଆ. ମାଲ୍) — ଦ୍ରବ୍ୟ — Thing; article
- ବୈଦେ. ବି (ଆ. ମାଲ୍) — ସମ୍ପତ୍ତି; ଧନ — Riches; wealth; property
- ବୈଦେ. ବି (ଆ. ମାଲ୍) — ନଗଦ ଧନ — Hard cash
- ବୈଦେ. ବି (ଆ. ମାଲ୍) — ଉପାଦାନ — Ingredient
- ବୈଦେ. ବି (ଆ. ମାଲ୍) — ମାଦକଦ୍ରବ୍ୟ — Exciseable article
- ବୈଦେ. ବି (ଆ. ମାଲ୍) — ଗଭର୍ଣ୍ଣ— ମେଣ୍ଟଙ୍କୁ ରାଜସ୍ୱ ଦେବା; ଭୂମି; ମାହାଲ — Revenue-paying estate, Mahal
- ବୈଦେ. ବି (ଆ. ମାଲ୍) — ଜମିର ଖଜଣା; ଗଭର୍ଣ୍ଣମେଣ୍ଟଙ୍କୁ ଦେୟ ରାଜସ୍ୱ — Revenue payable to Government; land revenue
- ବୈଦେ. ବି (ଆ. ମାଲ୍) — (ଆ. ମଲ୍)—ମଦ୍ୟ; ସରାପ — Wine
- ବୈଦେ. ବି (ଆ. ମାଲ୍) — ଉପକରଣ — Materials
- ବୈଦେ. ବି (ଆ. ମାଲ୍) — ଚଳନ୍ତି ସମ୍ପତ୍ତି — Moveable property
- ବୈଦେ. ବି (ଆ. ମାଲ୍) — ଇନ୍ଦ୍ରିୟଦ୍ୱାରା ଉପଭୋଗ୍ୟ ବସ୍ତୁ — A thing worth enjoying with the senses