ମାଲୁମ ହେବା Mālum hebā

  • ଦେ. କ୍ରି (ଆ. ମଆଲୁମ୍) — ଜଣା ପଡ଼ିବା; ଜଣାଯିବା — To be known
  • ଦେ. କ୍ରି (ଆ. ମଆଲୁମ୍) — ଦୃଷ୍ଟ ହେବା — To be visible; too be seen