ମାଲୁଦ ଜାଗିର୍ଦାର୍ Mālud jāgir-dār
- ଦେ. ବି — ଇଂରାଜମାନେ ପ୍ରଥମେ ଓଡ଼ିଶାକୁ ଅଧିକାର କରିବା ସମୟରେ ଇଂରାଜଙ୍କୁ ସାହାଯ୍ୟ କରିଥିବା ହେତୁ, ମାଲୁଦ୍ ଆଦି ରାଜ୍ୟକୁ ପୁରସ୍କାର ରୂପେ ଜାରିଗି ପାଇଥିବା ମୁସଲମାନ ଜମିଦାର ଓ ତାଙ୍କ ବଂଶଧର — The Jaigirdar of the Malud estates in the district of Puri