ମାଲିକାନା Mālikānā
- ବୈଦେ.ବି (ଆ) — ସ୍ୱାମୀ ବା ପ୍ରଭୁର ପ୍ରାପ୍ୟ — Dues payable to a proprietor
- ବୈଦେ.ବି (ଆ) — ରାଜାଙ୍କ ପ୍ରାପ୍ୟ ଶୁଳ୍କ — Royalty; cess
- ବୈଦେ.ବି (ଆ) — ପ୍ରଜାଠାରୁ ଆଦାୟ ହେବା ଖଜଣାରୁ ଜମିଦାର ବା ମକଦମ ଶତକଡ଼ା ଯେଉଁ ଅଂଶ ନିଜର ପ୍ରାପ୍ୟ ସ୍ୱରୂପ କାଟି ରଖିବା ପରେ ଗଭର୍ଣ୍ଣମେଣ୍ଟଙ୍କୁ ରାଜସ୍ୱ ଦିଅନ୍ତି — The fixed percentage of rent which is deducted and kept to himself by the zamindar after realisation and before payment to the Government