ମାଲିଆଣୀ Māliāṇī
- ଦେ. ବି. ସ୍ତ୍ରୀ (ସଂ. ମାଳିନୀ) — ମାଳାକାରିଣୀ ସ୍ତ୍ରୀ — A female florist or garland-maker
- ଦେ. ବି. ସ୍ତ୍ରୀ (ସଂ. ମାଳିନୀ) — ମାଳିର ସ୍ତ୍ରୀ — The wife of a Māḻi
- ଦେ. ବି. ସ୍ତ୍ରୀ (ସଂ. ମାଳିନୀ) — [ଦ୍ର—ମାଲ୍ୟାଣୀ ପୁଷ୍ପ ଓ ହାର ଆଦି ଘେନି ରାଜାଙ୍କ ଅନ୍ତଃପୁରକୁ ଅବାରିତ ଭାବରେ ଯିବାପାଇଁ ତାକୁ ଛାଡ଼ ଥିବାରୁ ଆମ ଦେଶରେ କବି ଓ ଗଳ୍ପକାରମାନେ ମାଲିଆଣୀକୁ ଏହା ରାଜାଙ୍କ ଅନ୍ତଃପୁରସ୍ଥା ଜେମା ଆଦିଙ୍କ ନିକଟକୁ ଯାଇ ଦୌତ୍ୟ କାର୍ଯ୍ୟ କରିବାର ବର୍ଣ୍ଣନା କରି ଅଛନ୍ତି। କେହି କେହି କବି ଏହାର ଯୌବନ, ବେଶଭୂଷା ଓ ରସିକତା ବର୍ଣ୍ଣନାରେ କବିତ୍ୱ ଦେଖାଇ ଥିବାର ଦେଖାଯାଏ।]