ମାଲି ମାମଲା Māli māmalā

  • ବୈଦେ. ବି (ଏକାର୍ଥକ ସହଚର; ଆ. ମୁଆମଲା) — ମକଦମା — Case; suit
  • ବୈଦେ. ବି (ଏକାର୍ଥକ ସହଚର; ଆ. ମୁଆମଲା) — (ଉ—ମାଲି ମାମଲା ପଡ଼ିଲେ ମଙ୍ଗଳାଙ୍କର କିଛି କିଛି ଲାଭ ହୁଏ। ଫକୀର— ମୋହନ ଛମାଣ ଆଠଗୁଣ୍ଠ।)