ମାଲାମାଲ୍ Mālāmāl
- ଦେ. ବି (କଚିରିଆ) — ସ୍ଥାନର ଓ ଅସ୍ଥାବର ସଂପତ୍ତି — Moveable and immoveable properties
- ଦେ. ବି (କଚିରିଆ) — ପଣ୍ୟଦ୍ରବ୍ୟ — Goods; merchandise
- ଦେ. ବି (କଚିରିଆ) — ମାଲପତ୍ର; ଅଳଙ୍କାର; ବାସନ ଓ ଆସବାବ୍ ଆଦି ମାଲ୍ — Moveable properites
- ଦେ. ବି (କଚିରିଆ) — ଗୃହର ସମୁଦାୟ ଚଳନ୍ତି ପଦାର୍ଥ — All the moveable properties of a house
- ଦେ. ବି (କଚିରିଆ) — [ଦ୍ର— ହିନ୍ଦୀରେ ମାଲାମାଲ ଶବ୍ଦ ବିଶେଷଣ ଓ ଏଥିର ଅର୍ଥ ଧନଧାନ୍ୟରେ ପୂର୍ଣ୍ଣ (ବ୍ଯକ୍ତି)।]