ମାଲବନ୍ଧ Mālabandha

  • ଦେ. ବି (ସଂ. ମଲ୍ଲ ବନ୍ଧନ) — ମଲ୍ଲମାନଙ୍କ କସରତ୍ — Wrestling
  • ଦେ. ବି (ସଂ. ମଲ୍ଲ ବନ୍ଧନ) — ମଲ୍ଲମାନଙ୍କ ଭିନ୍ନ ଭିନ୍ନ ରକମର ପେଁଚ — Different artful poses in wresting
  • ଦେ. ବି (ସଂ. ମଲ୍ଲ ବନ୍ଧନ) — [ଉ—ବେନି ଭାଇଙ୍କର ମାଳବନ୍ଧେ ଯୁଦ୍ଧ ହେଲା—ବିଶ୍ୱନାଥ. ବିଚିତ୍ରରାମାୟଣ।]