ମାଲୟ Mālaya

  • ସଂ. ବିଣ. (ମଳୟ+ଅ) — ମଳୟସମ୍ବନ୍ଧୀୟ — Relating to Maḻaya
  • ସଂ. ବି — ଚନ୍ଦନ ବୃକ୍ଷ — The Sandal tree
  • ଦେ. ବି (ସଂ. ମାଳୟ, ଦ୍ରା ମାଳ=ଜଙ୍ଗଲ; ଏହି ପ୍ରଦେଶ ଜଙ୍ଗଲମୟ ଥିବାରୁ ଏହି ନାମ) — ବଙ୍ଗୋପସାଗରର ପୂର୍ବଉପକୂଳସ୍ଥ ଉପଦ୍ୱୀପ — Mālay; a peninsula on the Bay of Bengal towards the east of India
  • ଦେ. ବି (ସଂ. ମାଳୟ, ଦ୍ରା ମାଳ=ଜଙ୍ଗଲ; ଏହି ପ୍ରଦେଶ ଜଙ୍ଗଲମୟ ଥିବାରୁ ଏହି ନାମ) — [ଦ୍ର— ଏହି ଉପଦ୍ୱୀପର ପୂର୍ବରେ ଚିନ୍ ସାଗର, ପଶ୍ଚିମରେ ବଙ୍ଗୋପ— ସାଗର ଓ ସୁମାତ୍ରା ଦ୍ୱୀପ, ଦକ୍ଷିଣରେ ଭାରତ ମହାସାଗରସ୍ଥ ସୁମାତ୍ରା ଆଦି ପୂର୍ବଭାରତୀୟ ଦ୍ୱୀପପୁଞ୍ଜ; ଉତ୍ତରରେ ଶାମ ଓ ବ୍ରହ୍ମଦେଶ। ଏହାର ପ୍ରଧାନ ନଗର ପେନାଙ୍ଗ୍ ସିଂଘାପୁର।]