ମାଲପୁଆ Mālapuā

  • ଦେ. ବି ସଂ. ମାଳକ=ତିସି ଓ ପୂପ=ପିଠା) — ଅମାଲୁ; ଅପମାଲୁ; ମଇଦାର ପିଠଉ ସଙ୍ଗେ ଗୁଡ଼ ପକାଯାଇ ଘିଅରେ ଛଣା ଯିବା ପିଷ୍ଟକବିଶେଷ — A kind of cake prepared from flour and sugar mixed into a paste and fried in ghee