ମାଲଗୁଜାରି Mālgujāri
- ବୈଦେ. ବି (ଫା ମାଲ୍ ଗୁଜାରୀ) — ଜମିଦାର ଜମି ନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କୁ ଦେବା ରାଜସ୍ୱ — Revenue paid to the Government by a Zamindar
- ପ୍ରାଦେ (ସମ୍ବଲପୁର) ବି — ଜମିଦାର ବା ଗଉନ୍ତିଆ ଗଭର୍ଣ୍ଣମେଣ୍ଟଙ୍କୁ ଦେବା ପାଇ— ପ୍ରଜାଙ୍କଠାରୁ ଅସୁଲ କରିବା ସମସ୍ତ ଖଜଣା — The rent realised by the Gauntia or Zamindar in order to pay to the Government