ମାଲକ୍କା Mālakkā

  • ଦେ. ବି — ମାଳୟ ଉପଦ୍ୱୀପର ଗୋଟିଏ ନଗର — Malacca; name of a town in the Malay peninsula
  • ଦେ. ବି — ପ୍ରଶାନ୍ତ ମହାସାଗରର ଦ୍ୱୀପପୁଞ୍ଜ—(ଅଷ୍ଟ୍ରେଲିଆ ଉତ୍ତରରେ) — The Mallucca islands in the Pacific Ocean
  • ଦେ. ବି — ସୁମାତ୍ରା ଓ ମାଳୟ ଉପଦ୍ୱୀପ ମଧ୍ୟସ୍ଥ ପ୍ରଣାଳୀ — The strait between Sumatra and the Malay archipelago