ମାଲ ଚାଲାଣ Māla chāṇa
- ବୈଦେ. ବି—(ଫା.) — ପୁଲିସ୍ଦ୍ୱାରା ଧୃତ ବସ୍ତୁକୁ କୋର୍ଟକୁ ପ୍ରେରଣ — The sending up of seized articles by the police to the court
- ବୈଦେ. ବି—(ଫା.) — ଦ୍ରବ୍ୟ ପ୍ରେରଣ — Despatch or sending up of articles
- ବୈଦେ. ବି—(ଫା.) — ପ୍ରେରିତ ଦ୍ରବ୍ୟର ତାଲିକା, ଯାହାକି ପ୍ରେରକ ପ୍ରେରିତ ଦ୍ରବ୍ୟ ସଙ୍ଗେ ପଠାଏ — Invoice of goods despatched; bill of of lading