ମାଲ ଗୋଦାମ Māla godāma

  • ବୈଦେ. ବି.—(ଫା. ମାଲ+ଗୋଦାମ) — ଯେଉଁ ପ୍ରକୋଷ୍ଠରେ ରେଳରେ ପଣ୍ୟ— ଦ୍ରବ୍ୟମାନ ସଞ୍ଚିତ ହୁଏ — Railway goods shed
  • ବୈଦେ. ବି.—(ଫା. ମାଲ+ଗୋଦାମ) — ବେପାରୀମାନଙ୍କ ପଣ୍ୟଦ୍ରବ୍ୟର ସଂଚୟଶାଳା — A warehouse