ମାଲ ଖୁମ୍ବ Māla khumba

  • ଦେ. ବି (ସଂ. ମାଲ+ସ୍ତମ୍ଭ) — ମାଲଖୁଣ୍ଟ (ଦେଖ) — Mālakhuṇḍa (See)
  • ଦେ. ବି (ସଂ. ମାଲ+ସ୍ତମ୍ଭ) — [ଉ— "ଜୟ ଗଙ୍ଗେଶ୍ୱର" ବୋଲି ମାଲ ଖମ୍ବ କମ୍ପାନ୍ତି ବାହୁ— ସ୍ଫୋଟକେ—ରାଧାନାଥ ପାର୍ବତୀ।]