ମାଲ ଖୁଣ୍ଟ Māla khuṇṭa

  • ଦେ. ବି — ମଲ୍ଲମାନଙ୍କ ବାହୁଯୁଦ୍ଧ ଶିକ୍ଷା କରିବା ପାଇଁ କ୍ରୀଡ଼ାଗୃହରେ ପୋତା ହୋଇଥିବା କାଠର ଖୁଣ୍ଟ — A pillar on which wrestlers exercise their arms