ମାଲ କାଛ Māla kāchha
- ଦେ. ବି — ପାଇକଛା; ମଲ୍ଲମାନେ ପିନ୍ଧିଥିବା ଲୁଗାର ଆଗ ପାଖ କାନିକୁ ପଛ ପାଖେ ନେଇ ଖୋସି— ବା — A mode of tucking the hanging front end of the loincloth back down the privities towards the back, as is done by athletes
- ଦେ. ବି — [ଉ— ସ୍ତବକ ପୁଷ୍ପଶିଖି ପୁଚ୍ଛ, ରଙ୍ଗ ମୃତ୍ତିକା ମାଲକାଛ। ଜଗନ୍ନାଥ ଭାଗବତ।]