ମାଲ ଉଡ଼େଇବା Māla uṟḍ̠eibā

  • ଦେ. କ୍ରି — ଧନ ଅପବ୍ଯୟ କରିବା — To squander away money
  • ଦେ. କ୍ରି — ସୁସ୍ୱାଦୁ ଓ ମୂଲ୍ୟବାନ୍ ଖାଦ୍ୟ ବହୁ— ପରିମାଣରେ ଖାଇବା — To partake profusely of sweet and valuable food
  • ଦେ. କ୍ରି — ବହୁ ପରି— ମିତ ମଦ୍ୟାଦି ବା ମାଦକ ଦ୍ରବ୍ୟ ସେବନ କରିବା — To partake profusely of intoxicating drugs