ମାର୍ଦ୍ଦିକ Māddika

  • ସଂ. ବି (ମୃଦ୍ୱିକା=ସ୍ୱପକ୍ୱ ଦ୍ରାକ୍ଷା+ଇକ) — ସୁପକ୍ୱ ଅଙ୍ଗୁରରୁ ପ୍ରସ୍ତୁତ ମଦ୍ୟ — Wine distilled from ripe grapes
  • ବିଣ. ଅଙ୍ଗୁର ସମ୍ବନ୍ଧୀୟ — Relating to grapes