ମାର୍ଜିତ Mārjita

  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — ଶୋଧିତ; ପରିଷ୍କୃତ — Cleansed
  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — ମଜା ହୋଇଥିବା — Polished; rubbed; scoured; brushed
  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — ସଂସ୍କୃତ; ବିଶୁଦ୍ଧୀକୃତ — Purified; reformed; refined
  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — କ୍ଷମାପ୍ରାପ୍ତ — Forgiven; pardoned
  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — ବୋଳା ଯାଇଥିବା — Smeared
  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — ଧୁଆଯାଇ ସଫା କରାଯାଇଥିବା — Washed away (Apte)
  • ସଂ. ବିଣ. (ମାର୍ଜ ଧାତୁ+କର୍ମ. ତ) — ଅଳଂକୃତ — Adorned (Apte)
  • ସଂ. ବି — ଦହି, ଚିନି, ମହୁ, ଗୋଲମରିଚ ଓ କର୍ପୂର ମିଶ୍ରିତ ଏକପ୍ରକାର ପ୍ରାଚୀନ ଖାଦ୍ୟ ବା ପେୟ (ହି. ଶ) — A kind of dainty food or drink prepared by mixing together curd, suger, honey, black pepper and camphor