ମାର୍ଜାରୀ Mārjārī

  • ସଂ. ବି. ସ୍ତ୍ରୀ (ମାର୍ଜାର+ଈ) — ମାଈ ବିରାଡ଼ି — A female cat
  • ସଂ. ବି. ସ୍ତ୍ରୀ (ମାର୍ଜାର+ଈ) — କସ୍ତୁରୀ — Musk (Apte)
  • ସଂ. ବି. ସ୍ତ୍ରୀ (ମାର୍ଜାର+ଈ) — ଗନ୍ଧାନାକୁଳି (ହି. ଶ) — Ophioxylon Serpentinum (plant)