ମାର୍ଜାରୀୟ Mārjāriya
- ସଂ. ବି (ମାର୍ଜାର+ଈୟ) — ବିରାଡ଼ି — Cat
- ସଂ. ବି (ମାର୍ଜାର+ଈୟ) — ଶୂଦ୍ର — A Ṡūdra
- ସଂ. ବି (ମାର୍ଜାର+ଈୟ) — ଶରୀର ଶୋଧନ — Cleansing of the body
- ସଂ. ବି (ମାର୍ଜାର+ଈୟ) — ଯେ ନିଜର ଶରୀର ଶୋଧନ କରେ — One who cleanses his body (Apte)
- ସଂ. ବିଣ — ବିରାଡ଼ିସମ୍ବନ୍ଧୀୟ — Feline