ମାର୍ଗ ମଡ଼ାଇବା Mārga maṟḍ̠āibā

  • ଦେ. କ୍ରି (ଲକ୍ଷଣାର୍ଥ) — କୌଣସି ଉପାୟ ଅବଲମ୍ବନ କରିବା ନିମନ୍ତେ କୌଣସି ବ୍ଯକ୍ତିକୁ ପ୍ରବର୍ତ୍ତାଇବା — (figurative) To induce a person to act in a certain manner or to take a certain course