ମାର୍ଗ ବିଡ୍ୟା Mārga bidyā

  • ସଂ. ବି — ପ୍ରାଚୀନ ଋଷି ପ୍ରଣୀତ ଗୀତ, ବାଦ୍ୟ, ନୃତ୍ୟ ବିଦ୍ୟା — The science of music of ancient Hindus
  • ସଂ. ବି — ପଥ ନିର୍ମାଣାଦିର ସାଙ୍କେତିକ ବିଦ୍ଯା — A treatise on road-making