ମାର୍କଣ୍ଡ Mārkaṇḍa

  • ସଂ. ବି ପୁଂ— (ମୃକଣ୍ଡ ଋଷି+ଅପତ୍ୟାର୍ଥେ. ଅ) — କଳ୍ପାନ୍ତଜୀବୀ ମୁନିବିଶେଷ; ମାର୍କଣ୍ଡେୟ — Name of a sage said to live for the period of the created world
  • ଦେ. ବି. ପୁଂ — ଲୋକଙ୍କୁ ଦିଆ- ଯିବା ନାମ — Name given to males