ମାର୍କଣ୍ଡେୟ Mārkaṇḍeya
- ସଂ. ବି— (ମୃକଣ୍ଡ+ଅପତ୍ୟାର୍ଥେ, ଏୟ) — ମାର୍କଣ୍ଡ ମୁନି — Name of a sage
- ସଂ. ବି— (ମୃକଣ୍ଡ+ଅପତ୍ୟାର୍ଥେ, ଏୟ) — ମାର୍କଣ୍ଡଋଷି— ଭାଷିତ ପୁରାଣ — Name of a Purāṇa said to have been composed by sage Mārkaṇḍa
- ସଂ. ବି— (ମୃକଣ୍ଡ+ଅପତ୍ୟାର୍ଥେ, ଏୟ) — ପୁରୁଷୋତ୍ତମ କ୍ଷେତ୍ରସ୍ଥ ଗୋଟିଏ ତୀର୍ଥ ପୁଷ୍କରିଣୀ — Name of a sacred tank in Puri
- ସଂ. ବି— (ମୃକଣ୍ଡ+ଅପତ୍ୟାର୍ଥେ, ଏୟ) — [ଦ୍ର—ପଞ୍ଚତୀର୍ଥ ତଳେ ଟୀକା ଦେଖ।]
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — Name given to males