ମାର୍ ମାର୍ ଠେଙ୍ଗା ବାନ୍ଧ୍ ବାନ୍ଧ୍ ଦଉଡ଼ି Mār mār ṭheṅgā bāndh bāndha dauṟḍ̠i
- ଦେ. ବି — କାହାଣୀରେ ବର୍ଣ୍ଣିତ ଆଶ୍ଚର୍ଯ୍ଯଶକ୍ତି— ବିଶିଷ୍ଟ ଠେଙ୍ଗା ଓ ଦଉଡ଼ି — A cudgel and a rope mentioned in the folk-tales which possess extraordinary powers of beating and entangling a victim on the order of their possessor
- ଦେ. ବି — [ଦ୍ର—ଏ ଦଉଡ଼ିର ଓ ଠେଙ୍ଗାର ଏପରି ଅଦ୍ଭୁତ ଶକ୍ତି ଅଛି ଯେ, ଏମାନଙ୍କର ସ୍ୱାମୀ 'ହେ ଦଉଡ଼ି! ଅମୁକକୁ ବାନ୍ଧ୍ ଓ ହେ ଠେଙ୍ଗା ! ଅମୁକକୁ ମାର୍' ବୋଲି ଆଦେଶ ଦେବା ମାତ୍ରେ ଦଉଡ଼ି ଉକ୍ତ ବ୍ଯକ୍ତିକୁ ଛନ୍ଦି କରି ବାନ୍ଧି ପକାଏ ଓ ଠେଙ୍ଗା ତାକୁ ଏପରି ମାଡ଼ ମାରେ ଯେ ଉକ୍ତ ବ୍ଯକ୍ତି ଦରମରା ହୋଇଯାଏ]