ମାର୍ ପିଟ୍ଟା Mār piṭā

  • ଦେ. ବି— (ସହଚର ଶବ୍ଦ) — ବିଶେଷ ପ୍ରହାର — Sound beating
  • ଦେ. ବି— (ସହଚର ଶବ୍ଦ) — ଅନୋନ୍ୟରେ ମରାମରି — Mutual beating
  • ଦେ. ବି— (ସହଚର ଶବ୍ଦ) — ବହୁଲୋକଙ୍କ ମଧ୍ୟରେ ଦଙ୍ଗା; ମାଡ଼ପିଟ୍; ଫୌଜଦାରୀ — Scuffle; an affray