ମାର୍ କିନ୍ Mār-kin

  • ବୈଦେ. ବିଣ (ଇଂ. ଆମେରିକାନ୍) — ଆମେରିକା ଦେଶୀୟ — American
  • ବୈଦେ. ବିଣ (ଇଂ. ଆମେରିକାନ୍) — ଆମେରିକାର ଅଧିବାସୀ — Residing in America
  • ବୈଦେ. ବିଣ (ଇଂ. ଆମେରିକାନ୍) — ଆମେରିକା ଦେଶ ଜାତ — Made in America
  • ବି — ବିଦେଶର କଳବୁଣା ମୋଟା— ସୂତାର ଏକ ପ୍ରକାର ଲୁଗାର ଥାନ — A kind of imported cloth of foreign mill, consisting of long pieces
  • ବି — [ଦ୍ର—ଏହା ପ୍ରଥମେ ଆମେରିକାରୁ ଭାରତକୁ ଆସୁଥିଲା; ଏବେ ବିଦେଶୀ କଳ— ବୁଣା ଥାନକୁ ମଧ୍ୟ ମାର୍କିନ୍ ଥାନ ବୋଲାଯାଏ।]