ମାରି ନେବା Māri nebā

  • ଦେ. କ୍ରି — ବଳ ବା କୌଶଳ ପୂର୍ବକ କୋଣସି ପଦାର୍ଥକୁ ଘେନିଯିବା; ଛଡ଼ାଇ ନେବା — To take away a thing by force or artifice; to snatch off
  • ଦେ. କ୍ରି — (ଉ—ଅନ୍ତରୀକ୍ଷେ ଶ୍ୟେନ ପକ୍ଷୀ ଭୁଜ ନେଲା ମାରି। ରାଧାନାଥ. ବେଣୀ ସଂହାର।)