ମାରା କରିବା Mārā karibā

  • ଦେ. କ୍ରି — କୌଣସି ଶୁଦ୍ଧ ବସ୍ତୁକୁ ସ୍ପର୍ଶ ବା ଭୋଗ— ଆଦିଦ୍ୱାରା ଦୂଷିତ କରିବା — To pollute a thing by touch, enjoyment etc
  • ଦେ. କ୍ରି — କୌଣସି କାର୍ଯ୍ଯକୁ ନଷ୍ଟ କରିବା — To spoil a thing
  • ଦେ. କ୍ରି — କ୍ଷତିଗ୍ରସ୍ତ କରାଇବା — To cause loss
  • ଦେ. କ୍ରି — (ସମୟକୁ) ବୃଥାରେ କଟାଇବା — To waste (time)