ମାରଫତ୍ଦାର୍ Mār-phat-dār
- ବୈଦେ. ବି (କଚିରିଆ) (ଫା) — ଜିମାଦାର; କୌଣସି ବସ୍ତୁ ସୁରକ୍ଷିତ ହେବା ପାଇଁ ଯାହା ଜିମାରେ ଥାଏ — Custodian of a property
- ବୈଦେ. ବି (କଚିରିଆ) (ଫା) — ଦେବୋ— ତ୍ତର ବା ସାଧାରଣ ସମ୍ପତ୍ତିର ପରିଚାଳନାର୍ଥ ନିଯୁକ୍ତ ବ୍ଯକ୍ତି — Marfatdar; custodian of an endowment or trust property; trustee of any trust property
- ବୈଦେ. ବି (କଚିରିଆ) (ଫା) — [ଦ୍ର— ଦେବୋତ୍ତର ସମ୍ପତ୍ତିର ରକ୍ଷଣାବେକ୍ଷଣର ଭାର ଯାହାଙ୍କ— ଠାରେ ନ୍ୟସ୍ତ ଥାଏ ସେ 'ମାର୍ଫତ୍ଦାର୍' ବା ଟ୍ରଷ୍ଟୀ ଅଟନ୍ତି ଏବଂ ଦେବତାଙ୍କ ସେବାପୂଜା ଆଦିର ତତ୍ତ୍ୱାବଧାରଣ ଯାହାଙ୍କଠାରେ ନ୍ୟସ୍ତ ଥାଏ ସେ 'ସେବାଏତ୍' ଅଟନ୍ତି ଏବଂ ଦେବତାଙ୍କର ଭିନ୍ନ ଭିନ୍ନ ସେବାକୁ ଯେ ନିଜେ ଭୃତ୍ୟରୂପେ ସମାଧାନ କରନ୍ତି ସେ 'ସେବକ' ଅଟନ୍ତି>।]