ମାରକ Māraka

  • ସଂ. ବିଣ. ପୁଂ (ମୃ. ଧାତୁ; ଣିଚ୍. ମାରି ଧାତୁ+କର୍ତ୍ତୃ. ଅକ) — ଘାତକ; ହତ୍ୟାକାରୀ — Killing; slaughtering
  • ସଂ. ବିଣ. ପୁଂ (ମୃ. ଧାତୁ; ଣିଚ୍. ମାରି ଧାତୁ+କର୍ତ୍ତୃ. ଅକ) — ମୃତ୍ୟୁକାରକ — Causing death
  • ସଂ. ବିଣ. ପୁଂ (ମୃ. ଧାତୁ; ଣିଚ୍. ମାରି ଧାତୁ+କର୍ତ୍ତୃ. ଅକ) — ବିନାଶକ — Destructive
  • ବି — ମଡ଼କ; ମାରୀ; ମହାମାରୀ — Plague
  • ବି — ସଂକ୍ରାମକ ବ୍ୟାଧୀ — A fatal epidemic; pestilence
  • ବି — ବାଜ; ବହିରାପକ୍ଷୀ; ଛଞ୍ଚାଣ — Falcon; hawk
  • ବି — ମୃତ୍ୟୁକାରକ ଗ୍ରହ — A planet causing a person's death
  • ବି — ମୃତ୍ୟୁକାରକ ଗ୍ରହଦଶା — A conjuction of planets causing a person's death
  • ବି — କାମଦେବ (ହି. ଶ) — Cupid
  • ବି — ଘାତକ ବ୍ଯକ୍ତି — A murderer
  • ବି — ବିନାଶକ ବ୍ଯକ୍ତି ବା ବସ୍ତୁ — A destroyer
  • ଦେ. ବି — ମୃତ୍ୟୁ ଘଟିବାର ଆନୁ— ପୂର୍ବକ ଅବସ୍ଥା — Circumstances resulting in a person's death