ମାରକାଧିପ Mārakādhipa

  • ସଂ. ବି — ନିଧନାଧିପତି; ମନୁଷ୍ୟର ଜାତକରେ ମୃତ୍ୟୁ ଘଟାଇବା ଗ୍ରହ — A planet which, on account of its position in a person's horoscope, causes his death