ମାରକଣ୍ଡ Mārakaṇḍa

  • ଗ୍ରା. (ପଦ୍ଯ) — ମାର୍କଣ୍ଡ (ଦେଖ) — Mārkaṇḍa (See)
  • ଗ୍ରା. (ପଦ୍ଯ) — [ଉ—ଏହା ଜାଣିଲେକ ମାରକଣ୍ଡ ଋଷି—ପ୍ରାଚୀ. ନଳଚରିତ।]
  • ପ୍ରାଦେ. (ପୁରୀ) ବି — ମାର୍କଣ୍ଡେୟ 4 (ଦେଖ) — ମାର୍କଣ୍ଡେୟ4(ଦେଖ)—Mārkaṇḍeya 4 (See)