ମାମେର୍ Māmer
- ପ୍ରାଦେ. (ସମ୍ବଲପୁର) ବି — ଏକ ପ୍ରକାର ବନ୍ୟ ଖାଦ୍ୟ ଶାକ — A kind of wild herb used as cooked salad
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—'ମାମରୀ' ନାମକ ଗୋଟିଏ ବନ୍ୟ ବୃକ୍ଷର କାଠ ଖୁବ୍ ଦୃଢ଼ ଓ ଚିକ୍କଣ; ଏଥିର କାଠରେ ବାର୍ଣ୍ଣିସ୍ ଦେଲେ ଖୁବ୍ ଚକଚକିଆ ହୁଏ; ଏଥିରେ କାଠରେ ମେଜ, ଚଉକି, ଆଲମାରି ଆଦି ତିଆରି ହୁଏ। ଏଥିର ଛାଲ ଔଷଧରେ ଲାଗେ। ସର୍ପ ଦଂଶନରେ ଏଥିର ମୂଳ ବ୍ଯବହୃତ ହୁଏ । ହି. ଶବ୍ଦସାଗର; ମାମେର୍ ଏହି ଗଛ ହେବ କି?]