ମାମୁଲି କାର୍ୟ୍ୟ Māmuli kārj̄ya

  • ଦେ. ବି — ଯେଉଁ କାର୍ଯ୍ୟର କ୍ରମ ବହୁକାଳରୁ ନିର୍ଦ୍ଧାରିତ ହୋଇ ଚଳି ଆସୁଅଛି — Routine work; customary acts; acts of a routine nature
  • ଦେ. ବି — ସାଧାରଣ କାରିଗରି; ଯେଉଁ ବସ୍ତୁରେ କିଛି ଅସାଧାରଣ କାରିଗରି ନ ଥାଏ — A thing having no pecuilar workmanship