ମାମୁଁ ଭଣଜା କଦଳୀ Māmuñ bhaṇajā kadaḻī

  • ଦେ. ବି — ଏକଜାତୀୟ କଦଳୀ — A species of plantain
  • ଦେ. ବି — [ଦ୍ର—ଏହି କଦଳୀକାନ୍ଧିର ମୂଳାଂଶରେ କେତେକ ଫେଣାର କଦଳୀ ବଡ଼ ବଡ଼ ହୁଏ । ମଝିର କେତେକ ଅଂଶରେ କଦଳୀ ନ ଥାଏ । କାନ୍ଧିର ଅଗଅଡ଼କୁ ଥିବା ତଳ ଫେଣାମାନଙ୍କରେ ଲଗାଲଗି ହୋଇ କେତେଗୁଡ଼ିଏ ଛୋଟ ଛୋଟ କଦଳୀ ଥାଏଁ ।]