ମାମୁଁ ଘରକୁ ଯିବା Māmuñ gharaku j̄ibā
- ଦେ. କ୍ରି — (ମଦ୍ୟପାୟୀ ଇତରଲୋକଙ୍କ ବ୍ଯବହୃତ)—ମଦ ବା ତାଡ଼ି ପିଇବାକୁ ଖଟୀକୁ ଯିବା — To go to the tavern to drink
- ଦେ. କ୍ରି — (ଲକ୍ଷଣାର୍ଥ) ଜେଲ୍ଖାନାକୁ ଯିବା — (figutrative) To go to jail
- ଦେ. କ୍ରି — ମାତୁଳାଳୟକୁ ଯିବା — To go to one's maternal uncle's house