ମାମୁ ଭଣଞ୍ଜା ପାହାଡ଼ Māmu bhan̄jā pāhāṟḍ̠a
- ସଂ. ବିଣ — ଚିଲିକାକୂଳରେ ପୁରୀଜିଲ୍ଲା ବାଲୁଗାଁର ନିକଟରେ ଥିବା ଗୋଟିଏ ବଡ଼ ଓ ତତ୍ସନ୍ନିହିତ ଗୋଟିଏ ସାନ ପାହାଡ଼ର ସ୍ଥାନୀୟ ନାମ — Local name of a big and a small hill situated near the Chilka Lake
- ସଂ. ବିଣ — [ଉ—ବୃକ୍ଷହୀନ ଶିଳାରୁକ୍ଷ କଳେବର, ସିଂହେଶ୍ୱରଙ୍କର ଯାମଳ ଭୂଧର । ରାଧାନାଥ. ଚିଲିକା ।]
- ସଂ. ବିଣ — [ଦ୍ର—ଏଥିର ବଡ଼ ପାହାଡ଼ରେ ସିଂହେଶ୍ୱର ନାମକ ଶିବଙ୍କ ମନ୍ଦିର ଅଛି ।]