ମାମଲା ମକଦ୍ଦମା Māmalā makaddamā

  • ବୈଦେ. ବି (ଫା. ମୁଆମିଲା+ମୁକଦ୍ଦମା)— (ଏକାର୍ଥକ ସହଚର) — ମକଦମା ମାମଲା; ମାଲିମକଦମା; ମାଲିମାମଲା; ନାନାପ୍ରକାରର ମକଦମା — Litigation