ମାନ୍ୟବରେଷୁ Mānyabareshu
- ସଂ. ବିଣ (ମାନ୍ୟବର ଶବ୍ଦର 7 ମୀ ବିଭକ୍ତି ବହୁବଚନ; ମାନ୍ୟାର୍ଥେ ବହୁବଚନ ପ୍ରୟୋଗ) — ଯେଉଁ ମାନନୀୟ ବ୍ଯକ୍ତିଙ୍କ ବା ସ୍ନେହାସ୍ପଦ ବ୍ଯକ୍ତିଙ୍କ ନିକଟକୁ ପତ୍ର ଲେଖା ଯାଉଥାଏ ତାଙ୍କ ନାମ ଲେଖି ନାମ ଶେଷରେ ଏହି ଶବ୍ଦ ଓ ସମ୍ମାନାର୍ଥକ ବା ସ୍ନେହସୂଚକ ଅନ୍ଯ ଶବ୍ଦ ମାନ 7 ମୀ ବିଭକ୍ତି ବହୁବଚନରେ ପତ୍ରର ଶିରୋନାମାରେ ବ୍ଯବହାର କରାଯାଏ।) ଅମୁକ ମାନ୍ୟବରଙ୍କଠାରେ (ଏହି ନିବେଦନ) — ଯେଉଁ ମାନନୀୟ ବ୍ଯକ୍ତିଙ୍କ ବା ସ୍ନେହାସ୍ପଦ ବ୍ଯକ୍ତିଙ୍କ ନିକଟକୁ ପତ୍ର ଲେଖା ଯାଉଥାଏ ତାଙ୍କ ନାମ ଲେଖି ନାମ ଶେଷରେ ଏହି ଶବ୍ଦ ଓ ସମ୍ମାନାର୍ଥକ ବା ସ୍ନେହସୂଚକ ଅନ୍ଯ ଶବ୍ଦ ମାନ7ମୀ ବିଭକ୍ତି ବହୁବଚନରେ ପତ୍ରର ଶିରୋନାମାରେ ବ୍ଯବହାର କରାଯାଏ) ଅମୁକ ମାନ୍ୟବରଙ୍କଠାରେ (ଏହି ନିବେଦନ)—A Term added to the name of a person, and written on the heading of a letter, meaning; "unto the very honourable"
- ସଂ. ବିଣ (ମାନ୍ୟବର ଶବ୍ଦର 7 ମୀ ବିଭକ୍ତି ବହୁବଚନ; ମାନ୍ୟାର୍ଥେ ବହୁବଚନ ପ୍ରୟୋଗ) — (ଉ— ଶ୍ରୀଯୁକ୍ତ ଶ୍ରୀ ରାମଚନ୍ଦ୍ର ରଥ ମହୋଦୟ ମାନ୍ୟବରେଷୁ)
- ସଂ. ବିଣ (ମାନ୍ୟବର ଶବ୍ଦର 7 ମୀ ବିଭକ୍ତି ବହୁବଚନ; ମାନ୍ୟାର୍ଥେ ବହୁବଚନ ପ୍ରୟୋଗ) — [ସମ୍ମାନାର୍ଥକ ଅନ୍ଯ ଶବ୍ଦମାନଙ୍କର 7 ମୀ ବିଭକ୍ତି ବହୁ ବଚନ ଆକାର ମଧ୍ୟ ଏହି ସ୍ଥଳରେ ବ୍ଯବହୃତ ହୁଏ; ଯଥା ସମ୍ମାନାସ୍ପଦେଷୁ, ମହନୀୟ ଚରିତେଷୁ, ଉଦାର ହୃଦୟେଷୁ ଅଗ୍ରଜ ପ୍ରତିମେଷୁ, ପୂଜନୀୟେଷୁ, ସ୍ନେହାସ୍ପଦେଷୁ, ଶ୍ରଦ୍ଧା ସ୍ପଦେଷୁ; ପିତୃକଳ୍ପେଷୁ।] — [ସମ୍ମାନାର୍ଥକ ଅନ୍ଯ ଶବ୍ଦମାନଙ୍କର7ମୀ ବିଭକ୍ତି ବହୁ ବଚନ ଆକାର ମଧ୍ୟ ଏହି ସ୍ଥଳରେ ବ୍ଯବହୃତ ହୁଏ; ଯଥା ସମ୍ମାନାସ୍ପଦେଷୁ, ମହନୀୟ ଚରିତେଷୁ, ଉଦାର ହୃଦୟେଷୁ ଅଗ୍ରଜ ପ୍ରତିମେଷୁ, ପୂଜନୀୟେଷୁ, ସ୍ନେହାସ୍ପଦେଷୁ, ଶ୍ରଦ୍ଧା ସ୍ପଦେଷୁ; ପିତୃକଳ୍ପେଷୁ]