ମାନ୍ୟନ୍ତ Mānyanta

  • ଦେ. ବି (ପ୍ରାଚୀନ ଗ୍ରନ୍ଥରେ ବ୍ଯବହାର) — ସମ୍ମାନନା — Showing respect; tendering of homage
  • ଦେ. ବି (ପ୍ରାଚୀନ ଗ୍ରନ୍ଥରେ ବ୍ଯବହାର) — ନମସ୍କାର — Obeisance
  • ଦେ. ବି (ପ୍ରାଚୀନ ଗ୍ରନ୍ଥରେ ବ୍ଯବହାର) — (ଉ—ସମସ୍ତ ଋଷି ପୁରୋହିତ ଅଇଲେ ଛାମୁକୁ ହୋଇ ହାକରା ସେ; ରାମ ମାନ୍ତନ୍ୟ କଲେ; ବସିବାକୁ ଦିବ୍ୟାସନ ଦେଲେ—ବିଶ୍ୱନାଥ ବିଚିତ୍ରରାମାୟଣ।)