ମାନ ମନ୍ଦିର Māna mandira

  • ସଂ. ବି — ଗ୍ରହ ନକ୍ଷତ୍ରାଦି ପର୍ଯ୍ଯବେକ୍ଷଣ କରିବାର ଗୃହ; ବେଧଶାଳା — Observatory
  • ସଂ. ବି — [ଦ୍ର—ଏଠାରେ ବଡ଼ ବଡ଼ ବୈଜ୍ଞାନିକ ଯନ୍ତ୍ର ଆଦି ସାହାଯ୍ୟରେ ଗ୍ରହ ନକ୍ଷତ୍ରାଦିଙ୍କ ଆକାର, ଦୂରତ୍ୱ ଓ ଗତି ଆଦି ନିରୂପିତ ହୁଏ।
  • ସଂ. ବି — ଆକବରଙ୍କଠାରୁ ଜୟପୁର ରାଜ୍ୟ ପାଇବା ପୂର୍ବରୁ ଆକ୍ବରଙ୍କ ହିନ୍ଦୁ ସେନାପତି ରାଜା ମାନସିଂହ ଓଡ଼ିଶାରୁ ଫେରି ଯାଇ କୋଣାର୍କ ମନ୍ଦିର ଅନୁକରଣରେ କାଶୀର ବିଖ୍ୟାତ ମାନମନ୍ଦିରକୁ ନିର୍ମାଣ କରାଇଥିଲେ।]
  • ସଂ. ବି — ମାନ ଗୃହ (ଦେଖ) (ହି. ଶ.) — Māna gṛuha (See)