ମାନ ପାତ୍ର Māna pātra
- ସଂ. ବି — ଖୁରି; ସମୟ ଜାଣିବା ପାଇଁ ବାଲି କିମ୍ବା ପାଣି ଭର୍ତ୍ତି ହେବା ନିମନ୍ତେ ନିର୍ମିତ ପାତ୍ର — Sand-glass or water-glass used for measureing time
- ସଂ. ବି — [ଉ—ବୁଡ଼ାଇ ମାନପାତ୍ର କରି ଦଳେ, ବୁଝିଲେ ଶୁଭ ଅଶୁଭ ବେଳେ। ଭଞ୍ଜ. ବୈଦେହୀଶ— ବିଳାସ।]
- ସଂ. ବି — ମାପିବା ପାତ୍ର — A pot for measuring things