ମାନ ଧାତା Māna dhātā

  • ଗ୍ରା. ବି (ପଦ୍ଯ) — ମାନ୍ଧାତା (ଦେଖ) — Māndhātā (See)
  • ଗ୍ରା. ବି (ପଦ୍ଯ) — (ଉ—ଏ ଅନ୍ତେ ପଞ୍ଚାଶ ଦୁହିତା, ଉତ୍ପନ୍ନ କଲେ ମାନଧାତା। ଜଗନ୍ନାଥ, ଭାଗବତ।)
  • ଗ୍ରା. ବି (ପଦ୍ଯ) — କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ — a family-title of Kshatriyas